ଘଣ୍ଟାରବ ପଥ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ଘଣ୍ଟାପଥ) ସମ୍ପାଦନା

ରାଜମାର୍ଗ; ସଦର ରାସ୍ତା — High way; chief road.

ଘଣ୍ଟାରବ ପଥ ମୁଁ ଛାଡ଼ିଇରେ—କବିସୂର୍ଯ୍ୟ. ସଙ୍ଗୀତ