ଘଣ୍ଟାପାଟଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଏକପ୍ରକାର ପାଟଳି ବୃକ୍ଷ; ଅରଣ୍ୟ ତରୁବିଶେଷ — Schrebra Swieteniodes; Chelonioides.

[ଦ୍ରଷ୍ଟବ୍ୟ —ଏହି ଗଛର ଫପଳ ବଳଦଙ୍କ ବେକରେ ବନ୍ଧାଯିବା ଘଣ୍ଟି ପରି ଆକୃତି— ବିଶିଷ୍ଟ ଥିବାରୁ ଏହି ନାମ ହୋଇଅଛି ପାଟଳି ଗଛ ଦୁଇ ପ୍ରକାର—କାଷ୍ଠପାଟଳି ଓ ଘଣ୍ଟାପାଟଳି ଏହାର ପ୍ରତ୍ୟକ ପତ୍ରରେ ଯୋଡ଼ା ପର୍ଣ୍ଣ ଥାଏ ଫୁଲ ଶ୍ୱେତାର ପୀତ ବା ପାଣ୍ଡୁର ବର୍ଣ୍ଣ ଓ ସୁଗନ୍ଧ ଏହା ପାଟଳି ପରି ଗୁଣବିଶିଷ୍ଟ ଏହା ଅମୁକଟରସ, ରୁଚିକରସ ପାଚକ ଏହା ପ୍ଳୀହା, ଗୁଳ୍ମ, ଉଦର ଓ ଅର୍ଶ ରୋଗରେ ଉପକାରୀ]