ଘଣ୍ଟାଘଣ୍ଟି
ଘଣ୍ଟାଘଣ୍ଟି
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଘଣ୍ଟାଘଣ୍ଟି
|
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଉତ୍ତମରୂପେ ଘାଣ୍ଟିବା — ୧. Thorough stirring up.
- ୨. ବିପର୍ଯ୍ୟସ୍ତ ବା ଇତସ୍ତତଃ ବିକ୍ଷିପ୍ତ କରିବା — ୨. Acts of throughly mixing up; rough handling.
- ୩. ଗୋଳମାଳ —୩. Confusion; row.
- ୪. ଧରପଗଡ଼; କୌଣସି ବିଷୟ ନିର୍ଣ୍ଣୟ କରିବା ଉଦ୍ଦେଶ୍ୟରେ ବିଶେଷ ଅନୁସନ୍ଧାନ —୪. Through or siftinge enquiry of a matter.
- ୫. ଲେଉଟପାଉଟ; ନିପର୍ଯ୍ୟାସ — ୫. Act of making topsyturvy.