ଘଣ୍ଟାଇବା
ଘଣ୍ଟିବାର ଣିଦନ୍ତରୂପ — Causative from of Ghāṇṭibā
ଛେଳି ମେଣ୍ଢା ମୃଗ ମାଉଁସ ଆଣାଇଲା, ତହିଁ ସାରୁ ପକାଇ ଘଣ୍ଟାଇଲା କୃଷ୍ଣସିଂହ. ମହାଭାରତ. ବିରାଟ