ଘଣ୍ଟା
ଘଣ୍ଟା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି | (file) |
ସଂସ୍କୃତ - ବିଶେଷ୍ୟ - (ହନ୍ ବା ଘଣ୍ ଧାତୁ+କର୍ମ ଟ+ସ୍ତ୍ରୀ. ଆ) ସମ୍ପାଦନା
- ୧. ପିଟାଘଣ୍ଟା; କାଂସ୍ୟନିର୍ମିତ ବାଦ୍ୟ — ୧. Sounding metal plate; gong.
- ୨. ଥାଳି ଆକୃତିବିଶିଷ୍ଟ କଂସାବାଦ୍ୟ —୨. Bell.
- ୩. ଷଣପୁଷ୍ପୀ; ଛଣପଟ —୩. Flax-hemp.
- ୪. ଜବାଫୁଲ ଗଛ (ଜ୍ଞାନେନ୍ଦ୍ର) — ୪. The china rose tree.
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. ସମୟ ନିର୍ଦ୍ଦେଶକ ଆଧୁନିକ ଯନ୍ତ୍ର —୧. Clock; watch; timepiece.
- ୨. ୬ ମିନିଟ ସମୟ; ଅଢ଼େଇ ଦଣ୍ଡ କାଳ — ୨. Hour; sixty minutes.
- ୩. ମହୁର ତିଅଣ, ଘାଣ୍ଟ ତିଅଣ —୩. A hodge podge; a curry made up of several ingredients.
- ୪. ଘାଣ୍ଟିବା; ଆଲୋଡ଼ନ —୪. Strring up; agitation.
ଦେଶଜ - ବିଶେଷଣ - ସମ୍ପାଦନା
ଆଲୋଡ଼ିନ —Stirred up.