ଘଣ୍ଟ
ଘଣ୍ଟ
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
ଧ୍ୱନି | (file) |
ସଂସ୍କୃତ - ବିଶେଷ୍ୟ - (ଘଣ୍ ଧାତୁ+ କର୍ମଟ, କିମ୍ୱା ହନ୍ ଧାତୁ+ତ୍ୱ; ନିପାତନ)
ସମ୍ପାଦନା- ୧. କାଂସ୍ୟନିମ୍ମିତ ଚଟକା ବାଦ୍ୟବିଶେଷ; ପିଟାଘଣ୍ଟା — ୧. Gong.
- ୨. କାଂସ୍ୟନିର୍ମିତ ଥାଳିଆକାରର ବାଦ୍ୟ —୨. Bell.
- ୩. ଅନେକପ୍ରକାର ପରିବାମିଶ୍ରିତ ବ୍ୟଞନ; ଘାଣ୍ଟତିଅଣ; ଘାଣ୍ଟିଆ ତରକାରୀ; ମହୁର — ୩. A kind of sauce; hodge; a curry composed of several vegetables compounded and cooked together.
- ୪. ଶିବ —୪. A name of Ṡiba.
ସଂସ୍କୃତ - ବିଶେଷଣ -
ସମ୍ପାଦନାଉଜ୍ଜଳ —Splendid; shining; bright.
ପ୍ରାଦେଶିକ - (ସମ୍ୱଲପୁର)ବି
ସମ୍ପାଦନାଘଣ୍ଟିକା —Palate.