ଘଣି
ଘଣି
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଶଗଡ଼ଚକର ଘର୍ଷଣରେ ରାସ୍ତା ଉପରେ ହେବା ଖାଲ ବା ଗାତ; ଗଭୀର ଶଗଡ଼ଗୁଳା — ୧. Deep rut or groove made on the road by constant friction of cart-wheels.
- ୨. ତେଲି —୨. Oilman.
ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -
ସମ୍ପାଦନାବଜା; ଖଇଞ୍ଚ (ମାଛ ଧରିବାରେ ବ୍ୟବହୃତ) —A trap of wicker work for catching fish.