ଘଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଶଗଡ଼ଚକର ଘର୍ଷଣରେ ରାସ୍ତା ଉପରେ ହେବା ଖାଲ ବା ଗାତ; ଗଭୀର ଶଗଡ଼ଗୁଳା — ୧. Deep rut or groove made on the road by constant friction of cart-wheels.
୨. ତେଲି —୨. Oilman.

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - ସମ୍ପାଦନା

ବଜା; ଖଇଞ୍ଚ (ମାଛ ଧରିବାରେ ବ୍ୟବହୃତ) —A trap of wicker work for catching fish.