ଘଣା ପକାଇବା
ଘଣା ପକାଇବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି | (file) |
ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - କ୍ରିୟାପଦ - ସମ୍ପାଦନା
- ୧. ତୈଳ ବାହାର କରିବା ନିମନ୍ତେ ବଳଦ ବା ମନୁଷ୍ୟ ଲଗାଇ ଘଣା ଯନ୍ତ୍ର ଚାଳନ୍ କରିବା —To be engaged in the act of driving an oil-mill.
- ୨. (ଲକ୍ଷଣାର୍ଥ) ହଇରାଣ କରିବା; ଅଯଥା କଷ୍ଟଦେବା — ୨. (figurative) To put a person to trouble; to harass a person.