ଘଣା
ଘଣା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି | (file) |
ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୂର୍ଣ୍ଣ ଧାତୁ, କିମ୍ୱା ସଂସ୍କୃତ - ଘନ=ମୁଦ୍ଗର) ସମ୍ପାଦନା
ତୈଳବୀଜ ବା ଶସ୍ୟାଦିରି ତୈଳ ନିଷ୍କାସନ କରିବା ଯନ୍ତ୍ର — Oil-pressing mill; oil-mill,
=== ପ୍ରାଦେଶିକ - (ସମ୍ୱଲପୁର)—ବି
- ୧. ଆଖୁ ପେଡ଼ିବା ଯନ୍ତ୍ର; କୋଲୁହା —୧. Sugarcane pressing machine.
- ୨. (ସଂସ୍କୃତ - ଘନ=ସମୁହ)—ଧାନ ଚାଉଳ ଆଦି ଭାଜିବା ହାଣ୍ଡି — ୨. An earthen pot for frying grain.