ଘଡାଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
(file)

ଦେଶଜ - ବିଶେଷ୍ୟ - (ସଂ ଘଟୁଗ୍ରହ) ସମ୍ପାଦନା

୧. ରାଜଗୃହର ଘଟବାହକ ଭୃତ୍ୟବିଶେଷ — ୧. A class of menial servant in a Raja's household.
୨. ଉତ୍କଳୀୟ ଚଷାମାନଙ୍କର ଉପାଧିବିଶେଷ — ୨. A family-title amongst certain chashās