ଘଡ଼ିକେ ପହରକେ

ଉଚ୍ଚାରଣ

ସମ୍ପାଦନା
(file)
(file)
  • (file)
  • (file)

ଦେଶଜ - କ୍ରି. ବିଶେଷଣ - (ସହଚର)

ସମ୍ପାଦନା

ବହୁ ସମୟ ବ୍ୟବଧାନରେ — At long intervals.

ଘଡ଼ିକେ ପହରକେ ଗୋଟିଏ ଦୀର୍ଘନିଶ୍ୱାସ ପକାଉଛନ୍ତି ନୀଳକଣ୍ଠ ଦାଶ—ପିଲାଙ୍କ ରାମାୟଣ