ଘଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘଟ) ସମ୍ପାଦନା

୧. କ୍ଷୁଦ୍ର ବା ବୃହତ୍ କଳସାକୃତି ମୃତ୍‌ପାତ୍ର —୧. Earthen pitcher (narrow-mounted and deep-bellied).

(ଯଥା— କାକର ଧରି ଘ଼ଡ଼ା ଭରତି କରିବା ନ୍ୟାୟ)

୨. ଗରା —୨. Brass water-pot (bottle-shaped).