ଘ଼ଡ଼ଘଡ଼ି

ଉଚ୍ଚାରଣ

ସମ୍ପାଦନା
(file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ)

ସମ୍ପାଦନା
୧. ମେଘ ଗର୍ଜନ — ୧. Rattling or thundering sound of thunder-clouds; thunder-clap.

ଘଡ଼ଘଡ଼ି ଉପରେ ପଡ଼ଇ ଚଡ଼ଚଡ଼ି—ପ୍ରାଚୀ. ରହସ୍ୟମଞ୍ଜରୀ

୨. ଚଡ଼ଚଡ଼ି; ଚଡ଼କ —୨. Thunder-bolt.