ଘଡ଼ଘଡ଼ାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ଧ୍ୱନ୍ୟକରଣ) ସମ୍ପାଦନା

୧. ଶ୍ଲେଷ୍ମାରୋଧ ଯୋଗୁଁ କଣ୍ଠ ବାଟେ ଘଡ଼ଘଡ଼ ଶବ୍ଦ କରିବା — ୧. To emit a rattling sound through the throat (due to the windpipe being choked by phlegm).
୨. ମୃତ୍ୟୁ ପୂର୍ବରୁ ଘଡ଼ଘଡ଼ ଶବ୍ଦ କରିବା — ୨. To emit the death-rattle.