ଘଡ଼ଘଡ଼
ଘଡ଼ଘଡ଼
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି | (file) |
ଅନୁବାଦ ସମ୍ପାଦନା
ଦେଶଜ - ଅ (ଧ୍ୱନ୍ୟକରଣ) ସମ୍ପାଦନା
- ୧. ମେଘଗର୍ଜ୍ଜନ ଶବ୍ଦ — ୧. Sound of thunder.
ଥରେ ଥରେ ଘନ ହୋଇଣ ଘଡ଼ ଘଡ଼ ଦେଖୁ ଦେଖୁ ଦେହଟି କରିଦେଲା ବଡ଼—କୃଷ୍ଣସିଂହ . ମହାଭାରତ ବନ
- ୨. ଟାଣୁ ଭୁଇଁରେ ଶଗଡ଼ ଗଡ଼ିବାର ଶବ୍ଦ — ୨. Rattling sound of wheels on hard and stony ground.
- ୩. ଗଳାରେ କଫରୋଧ ଯୋଗୁଁ ନିଶ୍ୱାସ ପ୍ରଶ୍ୱାସର ଶବ୍ଦ — ୩. Rattling sound in the throat, due to breath passing through the choked windpipe.
- ୪. ମରିବା ପୂର୍ବରୁ ଜୀବର କଣ୍ଠନିସୃତ ଘଡ଼ଘଡ଼ ଶବ୍ଦ — ୪. Rattling sound emitted from the throat of a dying animals.
- ୫. ଅଜୀର୍ଣ୍ଣ ଯୋଗୁଁ ପେଟ ମଧ୍ୟରେ ହେବା ଶବ୍ଦ; କଳକଳ — ୫. Gurgling sound inside the stomach due to indigestion.