ଘଟୁଆଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଘାଟ ବା ନିର୍ଦ୍ଧିଷ୍ଟ ସ୍ଥାନ ବାଟେ ପଣ୍ୟଦ୍ରବ୍ୟ ନେଇ ଯାଉଥିବା ବଣିକମାନଙ୍କଠାରୁ ଶୁକ୍ଲ ବା କର ଆଦାୟ କରିବା ବ୍ୟକ୍ତି; ଘାଟିଆ —Toll-collector.

ଜାତି ବେଭାର କୁଳଶୀଳ, ସେ ପଣ କଲା ଘଟୁଆଳ ପ୍ରାଚୀ. ନିର୍ଗୁଣ ମାହାତ୍ମ୍ୟ