ଘଟୁଆଲ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ହିନ୍ଦୀ - ଘଟ୍ୱାର) ସମ୍ପାଦନା

୧. ଯେଉଁ ବ୍ୟକ୍ତି ନଦୀ ଆଦିର ଘାଟରେ ମନୁଷ୍ୟଙ୍କୁ ପାରଉତାର କରେ —୧. Ferry-man.
୨. ଦେବପୁଜକ; ପୂଜାହାରୀ; ସେବାଏତ; ସେବକ — ୨. Worshipper of a Deity.