ଘଟୁଆରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ପୁରୀର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସେବାପୂଜା ପାଇଁ ଚନ୍ଦନ ଘୋରିବା ସେବକବିଶେଷ — ୧. A class of templer-servants whose duty. is to prepare sandal-paste for the Deity at Puri.
୨. ରାଜାମାନଙ୍କ ବ୍ୟବହାର ନିମନ୍ତେ ଯେଉଁ ଭୃତ୍ୟମାନେ ଚନ୍ଦନ ଘୋରନ୍ତି —୨. A class of Raja's Servants who prepare sandal-paste for a raja.

ଜାତି ମୋହର ଘଟୁଆରୀ ଜୀବିକା କଂସ ସେବାକାରୀ ଜଗନ୍ନାଥ. ଭାଗବତ