ଘଟୁଆରି
ଘଟୁଆରି
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ପୁରୀର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସେବାପୂଜା ପାଇଁ ଚନ୍ଦନ ଘୋରିବା ସେବକବିଶେଷ — ୧. A class of templer-servants whose duty. is to prepare sandal-paste for the Deity at Puri.
- ୨. ରାଜାମାନଙ୍କ ବ୍ୟବହାର ନିମନ୍ତେ ଯେଉଁ ଭୃତ୍ୟମାନେ ଚନ୍ଦନ ଘୋରନ୍ତି —୨. A class of Raja's Servants who prepare sandal-paste for a raja.
ଜାତି ମୋହର ଘଟୁଆରୀ ଜୀବିକା କଂସ ସେବାକାରୀ ଜଗନ୍ନାଥ. ଭାଗବତ