ଘଟୀ
ଘଟୀ
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
ସଂସ୍କୃତ - ବିଶେଷ୍ୟ - (ଘଟ+ କ୍ଷୁଦ୍ରାର୍ଥେ . ଈ)
ସମ୍ପାଦନା- ୧. ଘଟାକୃତି ପିତ୍ତଳ ବା କାଂସ୍ୟ କ୍ଷୁଦ୍ର ଜଳପାତ୍ର; ଲୋଟା; ଢାଳ — ୧. A small metal metal pitcher or jug.
- ୨. ମାଠିଆ —୨. An earthing jug.
ଘଟୀସରିକି କରେ ନାହିଁକି ବିବେକରେ ମହାକର୍ଣ୍ଣରେ ଅବଗାହିଲୁ ରେ—କବିସୂର୍ଯ୍ୟ. କିଶୋରଚମ୍ପୁ. ଘ—ଗୀତ
- ୩. ଘଡ଼ି; ଛୋଟ କୁମ୍ଭ — ୩. A small earthen jugg.
- ୪. ପ୍ରହରକର ୧/୪: ସମୟ ବା ମୁହୁର୍ତ୍ତ — ୪. ୩/୪ of an hour; about ୪୫ minutes.
- ୫. ଦଣ୍ଡ —୫. About; ୨୪ minutes.
- ୬. ଘଣ୍ଟା —୬. An hour.
- ୭. (ଘଟ ଧାତୁ+ ଇନ୍; ୧ମା. ୧ବ.)କୁମ୍ଭରାଶି — ୭. The zodiacal sign Aquarius.