ଘଟି ମାରିବା

ଓଡ଼ିଆ ସମ୍ପାଦନା

ଦେଶଜ - କ୍ରିୟାପଦ - (କଂସାରିଙ୍କ ବ୍ୟବହୃତ ଭାଷା) ସମ୍ପାଦନା

ତମ୍ୱା, ଖପର ଆଦିକୁ ଏକତ୍ର କରି ଆଉଟି, ତାକୁ ଚେକା ଚେକା କରି, ତାଳିବା ପରେ, ତାକୁ ହାତୁଡ଼ିରେ ପିଟି ପତଳା କରିବା