ଘଟିବା
ଘଟିବା
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ଘଟ ଧାତୁ)
ସମ୍ପାଦନାଘଟନା ହେବା — ୧. To happen; to come to pass.
- ୨. ଆଣ୍ଟିବା —୨. To suffice for.
- ୩. (ବାଞ୍ଚିତ ବା ଅଭୀସ୍ପିତ କାର୍ଯ୍ୟ) ସିଦ୍ଦ ହେବା; ସଫଳ ହେବା —୩. (One's wish) TO be fulfilled; to be realised in action.
ଘଟିଲେ ଆମ୍ଭେ ଏକା ଜୀଇଲୁରେ—କବିସୂର୍ଯ୍ୟ. କିଶୋରୀଚମ୍ପୂ.ସଙ୍ଗୀତ
- ୪. (ମନକୁ) ବୋଧ ହେବା; ଅନୁମିତ ହେବା; ବିବେଚିତ ହେବା — ୪. To be felt or thought of; to appear to be.
ତୁମ୍ଭେମାନେ ସମସ୍ତ ଆଯୁଷବନ୍ତ ଅଟ ବ୍ରହ୍ମାପରି ମୋହର ମନକୁ ଯେ ଘଟ— କୃଷ୍ଣସିଂହ. ମହାଭାରତ. ଆଦି
- ୫. ସନ୍ନିକଟ ହେବା; ନିକଟରେ ଉପସ୍ଥିତ ହେବା — ୫. To reach; to approach.
ମୋ ଚାଟୁ ଶ୍ରବତଟକୁ ଘଟନ୍ତେ ଅବଧାନ ବିନା ହସିଲାରେ— କବିସୂର୍ଯ୍ୟ. କିଶୋରୀଚମ୍ପୁ ତ ଗୀତ
- ୬. ମିଳିବା; ଜୁଟିବା — ୬. To be got; to be available.
ଆହା ଏ ଗୁଣ କରିବାକୁ ସ୍ଫୁଟ ଜଗତେ ଘଟିବେ ନାହିଁ ଯେ ଭାଟ—କବିସୂର୍ଯ୍ୟ. ସଙ୍ଗୀତ
- ୭. ଶୋଭା ପାଇବା; ଯୋଗାଇବା; ମାନିବା — ୭. To look beautiful; to befit.
କେଶରୀ କଟିତଟେ ପୀତପତନୀ ଘଟେ— ରସକୋହ୍ଲୋଳ
ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ - (ତୁଳ. ହିନ୍ଦୀ - ଘଟନା)
ସମ୍ପାଦନାନ୍ୟୁନ ହେବା; କମିଯିବା —To diminish.