ଘଟିକିବା
ଘଟିକିବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଘଟିକିବା
|
ପ୍ରାଦେଶିକ - (ସିଂହଭୁମି ଓ ଗଡ଼ଜାତ)କ୍ରିୟାପଦ -
ସମ୍ପାଦନାଦଉଡ଼ିବା — To run.
ଘଟକି ଆସିବେ ଏଣେ ଏହି ନାହା ନ ଦିଶିବ ତୁମ୍ଭ ପଳାଇବା ରାହା ଅଜୟଚକ୍ର. ଶେଷବନ୍ଦୀ
ଦେଶଜ - କ୍ରିୟାପଦ - (ଧ୍ୱନୀକରଣ)
ସମ୍ପାଦନାମରିବାର ପୂର୍ବାବସ୍ଥାରେ ଘ଼ଡ଼ ଘଡ଼ ଶବ୍ଦ କଣ୍ଠରୁ ବାହାର କରିବା; ଘଡ଼କିବା —To emit a gurgling sound before death.