ଘଟିକି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଘଟ୍ଟିକି, ଘଟ୍ଠିକି, ଘଠିକି—ଅନ୍ୟରୂପ)

ଗ୍ରାମ୍ୟ - ଅ [ ଘରଠିକି (ଠାକୁ) ଶବ୍ଦକୁ ଶୀଘ୍ର ଉଚ୍ଚାରଣ କରିବାଯୋଗୁଁ ଘଠିକି ବା ଘଟିକି ଶବ୍ଦ ଉଚ୍ଚାରିତ ହୁଏ) ସମ୍ପାଦନା

ଘରଠାକୁ; ଘରକୁ — To home.