ଘଟିକା ଯନ୍ତ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ରୂପକକର୍ମଧାରୟ; ଘଟିକା+ଯନ୍ତ୍ର) ସମ୍ପାଦନା

୧. ସମୟଜ୍ଞାପକ ପ୍ରାଚୀନ ଯନ୍ତ୍ର — ୧. Hour-glass; clepsydra.
୨. (ଆଧୁନିକ) ଘଣ୍ଟା —୨. Clock; timepiece.
୩. (ଆଧୁନିକ) ଉଆଚ୍ —୩. Watch.
୪. ଜଳ ଉଠାଇବାର ଯନ୍ତ୍ର; ଯନ୍ତ; ତେଣ୍ଡା — ୪. A machine for lifting water; water-wheel.