ଘଟିକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଘଟ୍ ଧାତୁ +ଇକ) ସମ୍ପାଦନା

୧. ନିତମ୍ୱଦେଶ; ପିଚା — ୧. Buttock; the hip; the posteriors.
୨. ପାଦଗଣ୍ଠି; ବଳାଗଣ୍ଠି —୨. Ankle.
୩. ପାଣି ଅପାଟ —୩. water-carrier.
୪. ଘଣ୍ଟା ସମୟ ପୂର୍ଣ୍ଣ ହେଲେ ଯେଉଁ ବ୍ୟକ୍ତି ଘଣ୍ଟା ବଜାଏ (ହିନ୍ଦୀ - ଶବ୍ଦସାଗର) —୪. A bell ringer.