ଘଟି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୃଷ୍ଟ) ସମ୍ପାଦନା

୧. ମଳି ଛଡ଼ାଇବାନିମନ୍ତେ ଦେହରେ ଲେପନାର୍ଥ ଚୂର୍ଣ୍ଣବା ଲେପ —୧. A power or paste used for cleansing the body.
୨. (ସଂସ୍କୃତ - ଘଟ) କଳସ; ଛୋଟ ଘଟ — ୨. Small earthen pitcher.

ଖଚବଚ ମୂଦର, ପ୍ରହାରି କେଟି ମୋର, ମୋଦ ପୀୟୂଷ ଘଟି ପିଟିଲାରେ—କବିସୂର୍ଯ୍ୟ. ସଙ୍ଗୀତ

ଗ୍ରାମ୍ୟ - (ଇତର)ଅ ସମ୍ପାଦନା

(ଘରଠାଇଁ ବା ଘରଠିଁର ସଂକ୍ଷେପ)— ଘରଠାରେ; ଘରେ —At-home.


ଆଉ ଦୁଇ ତିନିଖଣ୍ଡ କମ୍ୱଳ କୋଉଠି କାହା ଘଟିଥିବ ଖୋଜିଖୋଜି ଆଣ—ଭିକାରୀ. ଯୌତୁକ

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ସଂସ୍କୃତ - ଘଟୀ) ସମ୍ପାଦନା

ଲୋଟି; ଛୋଟ ଢାଳ — Small metal water-picture.

ପ୍ରାଦେଶିକ - (ମେଦିନୀପୁର,ସିଂହଭୂମ) ବିଶେଷ୍ୟ - (ସଂସ୍କୃତ - ଘଟ; ତୁଳବଙ୍ଗାଳୀ - ଘଟୀ) ସମ୍ପାଦନା

ଢ଼ାଳ —A metal jug.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ହିନ୍ଦୀ - ଘାଟୀ) ସମ୍ପାଦନା

୧. ଘାଟି; ଦୋଷ —୧. Defect.
୨. କ୍ଷତି —୨. Loss; damage.