ଘଟାଘଟି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷଣ - ସମ୍ପାଦନା

୧. ପରସ୍ପର ସଙ୍ଗେ ଜୋଡ଼ ଖାଉଥିବା; ମିଳା— ମିଳି —୧. Fitting each other; tallying with each other.
୨. ମୂମୂର୍ଷୂ (ସମୟ) —୨. Dying (moment).
୩. ଉତ୍କ୍ରାନ୍ତ (ସମୟ) —୩. Critical (moment).
୪. ପରସ୍ପର ଉପଯୋଗୀ —୪. Suiting each other.

ଧନ୍ୟ ସେ ପ୍ରଜାପତି, ବରକୁ କନ୍ୟା ଘଟାଘଟି—ଢଗ

ଦେଶଜ - ବିଶେଷ୍ୟ - ସମ୍ପାଦନା

ପରସ୍ପର ଉପଯୋଗୀ ଅବସ୍ଥା —Suitable mutual arrangements; state of two things suiting each other.