ଘଟାଈ
ଘଟାଈ
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷଣ - ସ୍ତ୍ରୀ.—(ସଂସ୍କୃତ - ଘଟକୀ)
ସମ୍ପାଦନା- ୧. ଘଟକୀ — ୧. Procuress; panderess
- ୨. ଅଘଟଘଟେଈ; କହିବା ପ୍ରଣାଳୀଦ୍ୱାରା ମିଛ କଥାକୁ ସତରୂପେ ଶ୍ରୋତା ମନରେ ବିଶ୍ୱାସ କରାଇବା (ସ୍ତ୍ରୀ) — ୨. (a female) Able, by her mode of speaking or relating; to make the hearer believe in an improbable or false thing.