ଘଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଘଟ୍ ଧାତୁ+ଅ +ସ୍ତ୍ରୀ.+ଆ) ସମ୍ପାଦନା

୧. ଜାକଜମକ; ଆଡ଼ମ୍ୱର — ୧. Grandeur; ado.

ସ୍ୱର୍ଣ୍ଣଦୀପାଲୋକେ ଉଠୁଥିଲା ଯହିଁ ଅଗୁରୁ ଧୂପର ଘଟା ରାଧାନାଥ. ଦରବାର


୨. ସମୂହ —୨. Collection; multitude; assemblage.

ପୁଣି ଦେଖ ଆଜି ଗାରିମାର ଘଟ ରାଧାନାଥ. ଦରବାର

୩. ହସ୍ତିସମୂହ —୩. A troop of elephants.
୪. ଯୁଦ୍ଧରେ ହସ୍ତିସମୂହର ଏକତ୍ରମିଳନ —୪. A troop of elephants arranged in battle-array.
୫. ସମ୍ମୀଳନୀ; ସଭା —୫. Assembly.
୬. ସମର୍ଥନ —୬. Justification. (M.W.)
୭. ଚେଷ୍ଟା —୭. Effort; endeavour (M.W.)
୮. ମେଘମାଳା(ହିନ୍ଦୀ - ଶବ୍ଦସାଗର) —୮. Rising clouds.

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଘୃଷ୍ଟ) ସମ୍ପାଦନା

୧. ଦାଗ —୧. Stain.
୨. ତୈଳଜନିତ ମଇଳା —୨. Oily dirt.
୩. ଦେହସଫା କରିବା ପାଇଁ ଲଗାଯିବା ପ୍ରଲେପବିଶେଷ — ୩. An ointment used to rub the body with.