ଘଟସ୍ଥାପନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଘଟ+ସ୍ଥାପନ) ସମ୍ପାଦନା

କୌଣସି ଦେବଦେବୀ (ବିଶେଶତଃ ଦୁର୍ଗା)ଙ୍କ ମୂର୍ତ୍ତି ପୂଜାସ୍ଥାନରେ ସ୍ଥାପନ ନ କରି ତତ୍ ପରିବର୍ତ୍ତେ ମୂର୍ତ୍ତି ରୂପେ କଳ୍ପିତ ଗୋଟିଏ ଜଳପୂର୍ଣ୍ଣ କୁମ୍ଭସ୍ଥାପନ — Act of setting up an earthen water-jar in lieu of or symbolising and represen ting some Deity for worship.