ଘଟସ୍ତନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ବହୁବ୍ରୀହି; ଘଟ+ସ୍ତନ+ସ୍ତ୍ରୀ. ଆ) ସମ୍ପାଦନା

ଯେଉଁ ସ୍ତ୍ରୀର ସ୍ତନ କୁମ୍ଭ ପରି ବଡ଼; କୁମ୍ଭସ୍ତନା — (woman) Having the breast as large as earthen pitchers.