ଘଟର ଘଟର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ଅ. (ଧ୍ୱନ୍ୟନୁକରଣ) ସମ୍ପାଦନା

ଘଡ଼ ଘଡ଼ ଶବ୍ଦ — Rattling sound.

xxx ଘଟର ଘଟର କରି ଭାରି ଗର୍ଜନ କରୁଅଛି ଫକୀରମୋହନ—ଛମାଣଆଠଗୁଣ୍ଠ