ଘଟରଘୂମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଏକ ପ୍ରକାର ହୁଁ ହାଁ ଶବ୍ଦକାରୀ ଚଢ଼େଇ; ହରଡ଼ ଘୂମା ଚଢ଼େଇ; ହୁଁ ହାଁ ଚଢ଼େଇ — A kind of bird uttering a sound like huñ hāñ; Pitta Coronata; shrike; Lanius Ludovicianus

ହୁଳହୁଳି ହର୍ଷେ ଦିଅନ୍ତି ସଘନେ ଘଟରଘୂମାଘରଣୀ ରାଧାନାଥ. ଉର୍ଦ୍ଧଶୀ