ଘଟବାସୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଘଟ=ଶରୀରର+ବସ୍ ଧାତୁ+କତ୍ତୃ. ଇନ୍; ୧ମା. ୧ବ.) ସମ୍ପାଦନା

ଆତ୍ମା —Soul.

ବଟ ଶୟନ ଘଟବାସୀ ପରମ ବ୍ରହ୍ମ ଅବିନାଶୀ ଭୂପତି. ପ୍ରେମପଞ୍ଚାମୃତ