ଘଟନା କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଯୋଗାଡ଼ କରିବା — ୧. To arrange.
୨. ଗଢ଼ିବା; ରଚନା କରିବା — ୨. To make; to compose.

ମଧ୍ୟ ଥିଲେ ସିନା ତୋର ସୁଦଶନା ଘଟନା କରନ୍ତି ଉପମାନ—କବିସୂର୍ଯ୍ୟ. ସଙ୍ଗୀତ