ଘଟଦାସୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ଘଟ+ଦାସୀ) ସମ୍ପାଦନା

୧. ହାତୀ; କୁଟୁଣୀ; ଯେ ପରପୁରୁଷ ନିକଟରେ ସ୍ତ୍ରୀ ଯୁଟାଏ —୧. A procuress; a panderess.
୨. ନାୟକ ନାୟିକାଙ୍କୁ ସମ୍ମଳିତ କରିବା ଦାସୀ (ହିନ୍ଦୀ - ଶବ୍ଦ ସାଗର) —୨. A maid-servant bringing about an interview between two lovers.