ଘଟତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ବଡ଼ତି—ବିପରୀତ)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ଘଟ୍ ଧାତୁ) ଘଟଣା; କାଣ୍ଡ — ୧. Happening; event; occurrence.
୨. (ସଂସ୍କୃତ - କର୍ତ୍ତନ) କମତି; କମିଯିବା ଅବସ୍ଥା; ହ୍ରାସତା — ୨. Diminution; decrease; abatement.
୩. କ୍ଷତି; ଲୋକସାନ —୩. Loss.