ଘଟଣା
ଘଟଣା
ଉଚ୍ଚାରଣ
ସମ୍ପାଦନାଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଘଟନା)
ସମ୍ପାଦନା- ୧. ଘଟିବା — ୧. Happeing.
- ୨. ଅକସ୍ମାତଦ୍ ଘଟିବା ବିଷୟ —୨. Accident.
- ୩. ବ୍ୟାପାର; ଯାହା ଘଟେ —୩. Event; occurrence.
ଘଟଣା ବିରହରେ ଆବଶ୍ୟତ ଜହରେ ତୋ ଘେନି ଆତ୍ମାଘାତୀ ହୋଇଲୁରେ— କବିସୂର୍ଯ୍ୟ. କିଶୋରୀଚମ୍ପୁ.ଘ. ଗୀତ
- ୪. ରଚନା; ନିର୍ମାଣ —୪. Composition; making.
ପଦ ଘଟନା କରି ଦେଲେ ଲେଖିବି ତୋ କରୁଣା କଲେ ପ୍ରାଚୀ— ପୂର୍ଣ୍ଣତମଚନ୍ଦ୍ରୋଦୟ
- ୫. ଆୟୋଜନ; ବନ୍ଦୋବସ୍ତ; ଯୋଗାଡ଼ — ୫. Arrangement; settlement.
ଘର କଳାବତୀପୁରଘଟଣା ବର ମୋ ପାଇଁ ନୋହିଲେ ଘଟଣା— ବୋହୁସୁଆଙ୍ଗ ଗୀତ