ଘଟଣ
ଘଟଣ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘଟନ) ସମ୍ପାଦନା
- ୧. ଘଟିବା — Happening; occorrence.
- ୨. ଗଠନ; ଗଢ଼ଣ —୨. Make; build.
ବିଶ୍ୱକର୍ମାର ଶିଳ୍ପପଣ, ଯେ ରଥ କରିଛି ଘଟଣ— ଜଗନ୍ମାଥ. ଭାଗବତ
- ୩. ଘଟଣା —୩. Event.
ଅଜ୍ଞାନରୂପେ ଆଣିଦେଲା, ଦଇବ ଘଟଣ ହୋଇଲା—ଜଜନ୍ନାଥ. ଭାଗବତ
- ୪. ସୌନ୍ଦ୍ୟର୍ଯ୍ୟ; ସୌଷ୍ଠବ —୪. Symmetry; grace.
- ୫. ବିଧିବିଧାନ —୫. Dispensation of Providence.
ମହାଭୟଙ୍କର ଅନଳ ଆକାର, ଘଟଣ ବିଧାତ ଙ୍କର , ସେ ଅସ୍ତ୍ରରେ— ବିଶ୍ୱନାଥ. ବିଚିତ୍ରରାମାୟଣ
ବିଶେଷଣ - ସମ୍ପାଦନା
ସୁନ୍ଦର —Symmetrial; of decent make of build; graceful.
ଘଟଣଦନ୍ତେ ଆହୁରି, ଘଟକର୍ଣ୍ଣ ଦୂରକରି—ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ