ଘଟକାର
କୁମ୍ଭକାର; କୁମ୍ଭାର — Potter.
ଘଟନାକାରୀ ବ୍ୟକ୍ତି —One who accomplishes or brings about any matter.
ବୋଲେ ଘଟ ଘଟ କେଉଁ ଘଟକାର ଏହି କି ଘଟ ଘଟ ନେବ—ଭଞ୍ଜ.ବୈଦେହୀଶବିଳାସ