ଘଟକର୍ପର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ବିକ୍ରମାଦିତ୍ୟଙ୍କ ସଭାର ନବରତ୍ନ ପଣ୍ଡିତ ମଧ୍ୟରୁ ଜଣେ —୧. One of the nine gems (learned men) of the court of king Bikramāditya.

[ଦ୍ରଷ୍ଟବ୍ୟ —ଘଟକର୍ପରଙ୍କ ରଚିତ ନୀତିସାର ନାମକ ଗୋଟିଏ ସଂସ୍କୃତ ଗ୍ରନ୍ଥମିଳିଅଛି—ହିନ୍ଦୀ - ଶବ୍ଦସାଗର ଏ ମଧ୍ୟ ଗୋଟିଏ ଶବ୍ଦାଡ଼ମ୍ୱର— ପୂର୍ଣ୍ଣ ପଦ୍ୟଗ୍ରନ୍ଥ ରଚନା କରିଥିଲେ (M.W.)]

୨. ମାଠିଆର ଭଙ୍ଗା ଖପରା —୨. Potsherd; the broken fragments of an earthen pot.