ଘଞ୍ଚ
ଘଞ୍ଚ
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷଣ - (ସଂସ୍କୃତ - ଘନ)
ସମ୍ପାଦନା- ୧. ଗାହଳ; ସାନ୍ଦ୍ର; ନିବିଡ଼ — ୧. Thickly set; dense.
ଦକ୍ଷିଣେ ଉଦ୍ୟାନ ଘଞ୍ଚ ଗହନ ବନ ପ୍ରାଚୀ. ରହମ୍ୟମଞ୍ଜରୀ
- ୨. ଭିଡ଼; ଜନତାପୂର୍ଣ୍ଣ —୨. Crowded.
- ୩. ମୋଟ; ଘନ —୩. Thick; tough.
ଉଚ୍ଚ ଘଞ୍ଚ କଠିନ ବର୍ତ୍ତୁଳ କୁରବେନି କୃଷ୍ଣସିଂହ. ମହାଭାରତ. ଆଦି