ଘଞ୍ଚ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ଘନ) ସମ୍ପାଦନା

୧. ଗାହଳ; ସାନ୍ଦ୍ର; ନିବିଡ଼ — ୧. Thickly set; dense.

ଦକ୍ଷିଣେ ଉଦ୍ୟାନ ଘଞ୍ଚ ଗହନ ବନ ପ୍ରାଚୀ. ରହମ୍ୟମଞ୍ଜରୀ

୨. ଭିଡ଼; ଜନତାପୂର୍ଣ୍ଣ —୨. Crowded.
୩. ମୋଟ; ଘନ —୩. Thick; tough.

ଉଚ୍ଚ ଘଞ୍ଚ କଠିନ ବର୍ତ୍ତୁଳ କୁରବେନି କୃଷ୍ଣସିଂହ. ମହାଭାରତ. ଆଦି