ଘଉଡ଼ିବା
ଘଉଡ଼ିବା
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ - (ସଂସ୍କୃତ - ଗ୍ରହ ଧାତୁ=ବଳପୂର୍ବକ ଧରିବା)
ସମ୍ପାଦନା- ୧. ଘଉଡ଼ାଇବା —୧. To remove; to drive away; to cause to disappear;
କହିଲେ ବ୍ରାହ୍ମଣଙ୍କୁ ଦେଲ ତ ଘଉଡ଼ି କୃଷ୍ଣସିଂହ. ମହାଭାରତ. ବନ
- ୨. ପଛରେ ଗୋଡ଼ାଇ କରି ଖଣ୍ଡଦୂରରେ ଛାଡ଼ିବା — ୨. To chase away.
ବିବେକ ଦେଲା ଘଉଡି କଳିସୂର୍ଯ୍ୟ. କିଶୋରିଚମ୍ଫୂ ଗ ଗୀତ
- ୩. ତଡ଼ିବା —୩. To drive out.
ସତୀ ଭାରିଯାକୁଟି ଘଇତାକରାଇ ବୋଲି ଘଉଡିବା କାହିଁତ ଶୁଣା ନାହିଁ କୃଷ୍ଣସିଂହ. ମହାଭାରତ, ବନ