ଘଉଡ଼ାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଦୁର କରିବା — ୧. To remove; to cause to disappear.
୨. ତଡ଼ିଦେବା — ୨. To drive out.

ସହାଚିନୀ ନାରୀ ତୋତେରେ କାକ, ଘଉଡାଇ କହେ କର୍କଣ ଡକ ନନ୍ଦକିଶେର. ନିର୍ଝରିଣୀ

୩. ଗଳାଧକ୍କା ଦେବା — ୩. To push away by the neck.