ଘଇତାସୁଆଗୀ

ଉଚ୍ଚାରଣ

ସମ୍ପାଦନା
(file)
  • (file)

ଅନୁବାଦ

ସମ୍ପାଦନା

ଗ୍ରାମ୍ୟ - ବିଶେଷଣ - ସ୍ତ୍ରୀ (ଗ୍ରହୀତା+ସୌଭାଗ୍ୟବତୀ)

ସମ୍ପାଦନା
୧. ଯେଉଁ ସ୍ତ୍ରୀ ସ୍ୱାମୀ ପ୍ରତି ଅତିରିକ୍ତ ଆଦର ଦେଖାଏ; ସ୍ୱାମୀ ପ୍ରତି ବିଶେଷ ଅନୁରକ୍ତା (ସ୍ତ୍ରୀ) — ୧. Much doting (wife).
୨. ଯେଉଁ ସ୍ତ୍ରୀକୁ ସ୍ୱାମୀ ଅତ୍ୟନ୍ତ ଆଦର କରେ — (a wife) Doted over by the husband.