ଘଇତା
ଘଇତା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି | (file) |
(ମାଇପ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଗ୍ରାମ୍ୟ - (ଇତର) ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ଗ୍ରହୀତା; ତୁଳ. ସଂସ୍କୃତ - ଭର୍ତ୍ତା) ସମ୍ପାଦନା
- ୧. ଭର୍ତ୍ତା —୧. Husband.
ଶୋଇଛନ୍ତି ପଇତା କାନ୍ଧରେ ପକାଇ ମହାଦେବା ଘଇତା ପରି ଶୋଭା ବହି—କୃଷ୍ଣସିହଂ. ମହାଭାରତ
- ୨. ସ୍ୱାମୀ; ମାଲିକ —୨. Lord; owner.
- ୩. ଉପପତି; ଜାର —୩. A paramour.