ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଗ୍ରୀଷ୍ମ
ଭାଷା
ଦେଖିବେ
ସମ୍ପାଦନା
ଗ୍ରୀଷ୍ମ
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ସଂସ୍କୃତ - ବିଶେଷ୍ୟ - (ଗ୍ରସ୍ ଧାତୁ+କର୍ତ୍ତୃ. ମ, ନିପାତନ)
୧.୩
ବିଶେଷଣ -
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Grīshma
ଆଇ.ପି.ଏ.
— ɡɾˈiʃmɔ
ଧ୍ୱନି (ମାନକ ଓଡ଼ିଆ)
(
file
)
ଧ୍ୱନି (ମାନକ ଓଡ଼ିଆ)
(
file
)
ସଂସ୍କୃତ - ବିଶେଷ୍ୟ - (ଗ୍ରସ୍ ଧାତୁ+କର୍ତ୍ତୃ. ମ, ନିପାତନ)
ସମ୍ପାଦନା
୧. ଖରାଦିନ; ଗ୍ରୀଷ୍ମଋତୁ —୧. Summer season.
(ଅନ୍ୟସଂସ୍କୃତ - ନାମ—ନିଦାଘ, ତପନ, ତପ, ଘର୍ମ, ତାପନ, ଉଷ୍ଣକ)
୨. ଗରମ —୨. Heat; warmth.
ବିଶେଷଣ -
ସମ୍ପାଦନା
ଉଷ୍ଣ —Warm; hot.