ଗ୍ରାମ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ବୈଦେଶଜ - ବିଶେଷ୍ୟ - (ଗ୍ରୀକ. ଗ୍ରାମ୍ମା=ଅକ୍ଷର; କ୍ଷୁଦ୍ର ଓଜନ;— ଗ୍ରୀକ୍‌ରୁ ଫ୍ରେଞ୍ଚ ଭାଷାକୁ ଓ ଫ୍ରେଞ୍ଚ ଭାଷାରୁ ଇଂରାଜୀ - ଗ୍ରାମ୍ ରୂପେ ବ୍ୟବହୃତ) ସମ୍ପାଦନା

ଧାତୁ ଦ୍ରବ୍ୟାଦି ଓଜନ କରିବାରେ ଇଉରୋପୀୟ ପରିମାଣବିଶେଷ — Gram; Gramme.

[ ଦ୍ର—ଏହାର ଓଜନ ୧୫.୪୩୨ ଗ୍ରେନଂ ଅଟେ ]