ଗ୍ରାଣ୍ଡ୍ ଟ୍ରଙ୍କ ରୋଡ଼

ଗ୍ରାଣ୍ଡ୍ ଟ୍ରଙ୍କ ରୋଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ବୈଦେଶଜ - ବିଶେଷ୍ୟ - (ଇଂରାଜୀ - ଗ୍ରାଣ୍ଡ=ଅତି ବଡ଼; ଟ୍ରଙ୍କ ରୋଡ଼ =ପ୍ରଧାନ ରାସ୍ତା) ସମ୍ପାଦନା

କଲିକତାରୁ ବାହାରି ବର୍ଦ୍ଦମାନ, ରାଣୀଗଞ୍ଜ, ବାଲେଶ୍ୱର, କଟକ, ପୁରୀ ବାଟେ ଯେଉଁ ପ୍ରଧାନ ରାଜପଥ ମାନ୍ଦ୍ରାଜକୁ ଯାଇଅଛି —The grand trunk road running from Calcutta to Madras.