ଗୌରୀଶଙ୍କର

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗୌରୀ+ଶଙ୍କର)

ସମ୍ପାଦନା

ଶିବ ଓ ପାର୍ବତୀ — Ṡiba and his Consort.

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ହିମାଳୟର ସର୍ବୋଚ୍ଚ ଶୃଙ୍ଗ; ଏଭରେଷ୍ଟ — ୧. Mount Everest the highest peak of the Himalayas.


୨. ପୁରୁଷ ବ୍ୟକ୍ତିଙ୍କ ନାମ — ୨. A name of males.